#କେବେ_ବ୍ରିଜ୍_ଦେଖିବ_ସାନନ୍ଦପୁର ?
#ବାଜିରେ_ଲାଗୁଛି_ଜୀବନ
ଏ କୌଣସି ଉପାନ୍ତ ଅଞ୍ଚଳ ନୁହେଁ । ଏ ଚିତ୍ର ହେଉଛି ଭଦ୍ରକ ଜିଲ୍ଲା ସାହାଡା ପଞ୍ଚାୟତ ସାନନ୍ଦପୁରର । ଯେଉଁଠି ଆଜି ପର୍ଯ୍ୟନ୍ତ ପହଞ୍ଚି ପାରିନାହିଁ ପ୍ରଶାସନ । କେଇଖଣ୍ଡ ବାଉଁଶ ପକାଇ ଯାଆସ କରୁଛନ୍ତି ପିଲାଠୁ ବୁଢା ସମସ୍ତେ ।
#Bhadrak #shahadapanchayat #bridgedemand #OdishaCM #Odisha #ArgusNews