#କେବେ_ମିଳିବ_ନିକିତାଙ୍କୁ_ନ୍ୟାୟ
#ନ୍ୟାୟ_ଅପେକ୍ଷାରେ_ପରିବାର_ଲୋକେ
ମୃତ୍ୟୁକୁ ଦେଢ଼ ବର୍ଷ ବିତିଯାଇଥିଲେ ମଧ୍ୟ ଏଯାଇ ମିଳିପାରିନି ପରିବାର ଲୋକଙ୍କୁ ନ୍ୟାୟ । କେବେ ଖୋଲିବ ମୃତ୍ୟୁ ର ଗୁମର ତାକୁ ନେଇ ପ୍ରଶ୍ନ କରିଛନ୍ତି ପରିବାର ଲୋକେ । ଉଦୟନାଥ ଅଟୋନମସ କଲେଜରେ ବାଣିଜ୍ୟ ବିଭାଗରେ ପ୍ରଥମ ବର୍ଷର ଛାତ୍ରୀ ଥିଲେ ନିକିତା ।
#Bhubaneswar #nikita #udayanathautonomouscollege #police #commercestudent #hostel #Odisha #ArgusNews