#କେବେ_ସୁଧୁରିବ_ମଣ୍ଡି_ସମସ୍ୟା?
#ବିକ୍ରି_ଦୂରର_କଥା_ଧାନ_ରଖିବାକୁ_ନାହିଁ_ଜାଗା
କାଦୁଅ ପଚ ପଚ ପଡ଼ିଆ । ଚାରିଆଡେ ବର୍ଷା ପାଣି । କେଉଁଠି ବସ୍ତାରେ ଧାନ ଭିଜି ଗଲାଣି ତ କେଉଁଠି ଗଜା ବାହାରି ଗଲାଣି ।କେବେ ସୁଧୁରିବ ମଣ୍ଡି ସମସ୍ୟା? ଏହି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ।
#Odisha #ArgusNews #Paddy #rain #MandiProblem #Sonepur