ବିନା ଭିତ୍ତିଭୂମିନେ ହେଉଛେ ଧାନ୍ ଘିନା । ଭିତ୍ତିଭୁମିର୍ ବିକାଶ୍ ଲାଗିର୍ ଟଙ୍କା ଅ।ସୁଥିଲେ ଭି ସେଟା ମିଲର, ଯୋଗାଣ ବିଭାଗର ଅଧିକାରୀ ଆର୍ ସରକାରଙ୍କର୍ ପକେଟନେ ଭର୍ତ୍ତି ହେଉଛେ । କେତେବେଲେ ବର୍ଷାନେ ଧାନ ଭିଜୁଛେ ତ କେତେବେଳେ କନକନି ଶୀତେ ଖଲାନେ ଆର୍ ମଣ୍ଡିନେ ଧାନ ଜଗି ବସୁଛେ ଚାଷି।
#Subarnapur #mandiIssue #sellingRice #Rainwater #FarmersIssue #ArgusNews