ଗାଁ ଲୋକଙ୍କ ଜଳକଷ୍ଟ ଦୂର ହେବ, ଏଥିପାଇଁ ପାଣିଟାଙ୍କି ବସିଲା। ମାତ୍ର ଫଟା ପାଣି ଟାଙ୍କି ବସାଇ ଠିକାଦାର ଛୁ। ଟାଙ୍କିରୁ ଅନ୍ୟବରତ ଝରୁଛି ପାଣି, କେମିତି ଦୂର ହେବ ଗ୍ରାମବାସୀଙ୍କ ଜଳକଷ୍ଟ । ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ ଅନ୍ତର୍ଗତ ଦେଉଳି ପଞ୍ଚାୟତର ବଡଶଳ ଗାଁର ଦୃଶ୍ୟ।
#Mayurbhanj #morada #WaterProblem #waterissue #Publicissue #Odisha #ArgusNews