୧୦ ବଛର ହେଲାନ ନାଇଁ ପାଇବା ପ୍ରଧାନମନ୍ତ୍ରୀ ଆବାସ କି ବିଜୁ ପକ୍କା ଘର୍ ଖଣ୍ଡେ । ୨୦୧୧ ମସିହା ନୁ କରମ୍ କେ ଦୋସ୍ ଦେଇ କି ଭଙ୍ଗା କୁଡ଼ିଆ ଥି ରହି ଆସୁଛନ୍ ଯୋଗିନ୍ଦ୍ରପୁର୍ ପଞ୍ଚାଏତ୍ ଡିମିରିମୁଣ୍ଡାର ଗାଁର୍ ଲୁକେ । ସର୍ ପଞ୍ଚ,ବିଡିଓ, ଏମ୍ ଏଲ୍ ଏ ସମ୍ କୁ ହାରି ଗୁହାରି କରିକି ବ୍ଲକ୍ କେ ଲେଖିକି ଦେଇଛନ୍ ଗାଁର ଲୁକେ ହେଲେ କେହି ନାଇ ସୁନବାର୍ ତାଙ୍କର କଥା ।
#ArgusNews #Odisha #dimirimunda #PM #house #BDO #MLA