କୋଭିଡ ଲାଗିର୍ ରାଏଜ୍ ନେ ସ୍କୁଲ ଉତାରୁ ବନ୍ଦ ହେଲା କଲେଜ୍ । 10ନୁ ରାଏଜ୍ ର ସବୁ କଲେଜ ଆର୍ ବିଶ୍ବବିଦ୍ୟାଳୟ ବନ୍ଦ ହେବା । ମେଡିକାଲ କଲେଜ ଆର୍ ନର୍ସିଂ କଲେଜ ଛଡା ସବୁ ବନ୍ଦ ରହେବା । ହଷ୍ଟେଲ ବନ୍ଦ ରହେବା ବେଲକେ ଅନଲାଇନ୍ ନେ ପାଠପଢା ହେବା ବୋଲି ସୂଚନା ଦିଆଯାଇଛେ ।
#Bhubaneswar #COVID19 #Corona_Virus #Omicron #college #school #Closed #Odisha #ArgusNews