ପଂଚାୟତ ନିର୍ବାଚନରେ କୋରାପୁଟର କୋଟିଆରେ ଇଲେକସନ ନା ସିଲେକସନ । ଏଥିପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ପ୍ରସ୍ତୁତି ବୈଠକ କରାଯାଇଥିଲା । ୱାର୍ଡ ସଭ୍ୟ ଠାରୁ ଆରମ୍ଭ କରି ଜିଲ୍ଲା ପରିଷଦ ସଭ୍ୟ ପର୍ଯ୍ୟନ୍ତ ନିର୍ଦଳୀୟ ପ୍ରାର୍ଥୀ ଦେବା ପାଇଁ ବୈଠକରେ ନିଷ୍ପତ୍ତି ନେଇଥିଲେ। ।
#panchayatelections #Preparatorymeeting #politicalparties #independentcandidates #wardmember #councilmember #Koraput #Kotia #Odisha #ArgusNews