#କୋଟିଆ_ପୋଷ୍ଟମର୍ଟମ
#କୋଟିଆରେ_କାହିଁକି_ଫେଲ_ମାରିଲା_ସର୍ବଦଳୀୟ_ରଣନୀତି ?
#କାହିଁକି_ଧରାଶାୟୀ_ହେଲେ_ସର୍ବଦଳୀୟ_ପ୍ରାର୍ଥୀ_ମମତା_ଯାନୀ ?
କୋଟିଆରେ ଫେଲ ସର୍ବଦଳୀୟ ଷ୍ଟାଟାଜି । କୋଟିଆରେ ଚିତପଟାଙ୍ଗ ହେଲା ସର୍ବଦଳୀୟ କମିଟି । କାମ କଲାନି ତିନି ଦଳର ରଣନୀତି । ସ୍ବାଧୀନ ପ୍ରାର୍ଥୀଙ୍କ ଗୋଟିଚାଳନା ଆଗରେ ଫେଲ ମାରିଲା 3 ଦଳର ସବୁ ରଣନୀତି । ସର୍ବଦଳୀୟ ପ୍ରାର୍ଥୀ ମମତା ଜାନିଙ୍କୁ ବିପୁଳ ଭୋଟରେ ପରାଜୟ କରି କୋଟିଆରେ ବିଜୟର ବାନା ଉଡାଇଲେ ସ୍ବାଧୀନ ପ୍ରାର୍ଥୀ ଟିକାଇ ଗେମେଲ ।
#kotia #Koraput #PanchayatElection2022 #OdishaElection2022 #Election2022 #OdishaNirbachan2022 #SarpanchaElection #Odisha #ArgusNews