ସରକାର ଗାଁର ଉନ୍ନତି ପାଇଁ ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା । ହେଲେ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ପାଇଁ ବ୍ରିଜ ହୋଇପାରୁ ନାହିଁ କାର୍ଯ୍ୟକ୍ଷମ। ଅବଧି ପରେ ବି ସରୁନି ୪ କୋଟିରୁ ଉର୍ଦ୍ଧ ଟଙ୍କାର ବିଜୁ ସେତୁ । ରାଜ୍ୟ ସରକାର ନଦୀରେ ସେତୁ ନିର୍ମାଣ କରି ଯୋଗାଯୋଗର ସୁବିଧା କରୁଥିବା ବେଳେ ଏଠି କିନ୍ତୁ ତାର ଓଲଟା ଦେଖିବାକୁ ମିଳିଛି ।
#Bhadrak #BridgeIssue #Bijusetu #Corruption #PublicIssue #Transportations #Odisha #ArgusNews