#କୋଟି_କୋଟି_ଭକ୍ତଙ୍କୁ_ଭଣ୍ଡାଇ_କାହିଁକି_ଚୁପ୍_ରାଜ୍ୟ_ସରକାର !
#କାହିଁକି_ଖୋଲୁନାହିଁ_ଭିତର_ରତ୍ନଭଣ୍ଡାର_କାହିଁକି_ହେଉନାହିଁ_ମରାମତି
#କାହିଁକି_ମରାମତି_ପାଇଁ_ଚିଠି_ଲେଖୁନାହାନ୍ତି_ଆଇନମନ୍ତ୍ରୀ
ରାଜ୍ୟ ସରକାରଙ୍କୁ ଘାରିଛି ରତ୍ନଭଣ୍ଡାର ଭୟ । କାହିଁକି ଖୋଲୁନାହିଁ ଭିତର ରତ୍ନଭଣ୍ଡାର । କାହିଁକି ମରାମତି ପାଇଁ ଚିଠି ଲେଖୁନାହାନ୍ତି ଆଇନମନ୍ତ୍ରୀ । କୋଟି କୋଟି ଭକ୍ତଙ୍କୁ ଭଣ୍ଡାଇ ଚୁପ୍ ବସିଛନ୍ତି ରାଜ୍ୟ ସରକାର । ସେପଟେ ସମୟ ସହ ବଢିବାରେ ଲାଗିଛି ଜନ ଅସନ୍ତୋଷ ।
#Puri #JagannathTemple #Ratnabhandar #Minister #OdishaCM #Odisha #ArgusNews