କୋଭକ୍ସିନ ଟୀକା ନେଲେ ବିଦେଶ ଯାତ୍ରା କରିହେବ ନାହିଁ ବୋଲି ଶନିବାର ମଧ୍ୟାହ୍ନରେ ସାମ୍ବାଦିକ ସମ୍ମିଳନୀରେ ଯୁକ୍ତି ବାଢିଥିଲେ ବିଜେଡ଼ି ସାଂସଦ ଅମର ପଟ୍ଟନାୟକ । ହେଲେ ଅପରାହ୍ନରେ ବିଏମସି କମିଶନର ଘୋଷଣା କଲେ ଯେ ପାଠପଢା ପାଇଁ ବିଦେଶ ଯିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କୁ ଟୀକା ଦେବା ପାଇଁ ବ୍ୟବସ୍ଥା କରିବ ବିଏମସି
#ArgusNews #Odisha #NewsChannel #ArgusNewsTV #Vaccination #Politics #Covaxin #abroad_Trip