ଗତ ୨୧ ତାରିଖରେ କଟକ ଏସସିବି କୋଭିଡ କେୟାରରେ କୁଜଙ୍ଗ ବ୍ଲକ ଜନାପାଳ ଗ୍ରାମର ଗନ୍ଧର୍ବ ଜେନା ଚିକିତ୍ସା ପାଇଁ ଭର୍ତି ହୋଇଥିଲେ । କିନ୍ତୁ ଗୋଟେ ଦିନ ପରେ ହସ୍ପିଟାଲରୁ ସେ ନିଖୋଜ ଥିବା ହସ୍ପିଟାଲ କର୍ତ୍ତୃପକ୍ଷ କହିଥିଲେ । ପରିବାର ଲୋକେ ଗନ୍ଧର୍ବ ଙ୍କୁ ବିଭିନ୍ନ ସ୍ଥାନରେ ଖୋଜିଥିଲେ ବି ପାଉନାହାନ୍ତି
#ArgusNews #Odisha #NewsChannel #ArgusNewsTV #Jagatsinghpur #Kujanga #Covid_Patient