ଲଇଡାର ଇଷ୍ଟଦେବୀ ମା ସମଲେଶ୍ବରୀଙ୍କ ବଏଲ ଯାତ୍ରା ସମ୍ପନ୍ନ ହୋଇଛି । କେଭିଡ କଟକଣା ମଧ୍ୟରେ ଏ ବର୍ଷ ବିନା ବଏଲ ଯାତ୍ରା ଅନୁଷ୍ଠିତ ହୋଇଥିଲା। ପ୍ରସାଶନ ପକ୍ଷରୁ କଡାକଡି ବ୍ୟବସ୍ଥା କରାଯାଇଥିବା ବେଳେ ଶାନ୍ତି ଶୃଙ୍ଖଳାର ପାଇଁ ପୋଲିସ ପକ୍ଷରୁ ଭିଲ୍ ସବୁ ବ୍ୟବସ୍ଥା କରାଯାଇଥିଲା ।
#Sambalpur #Kuchinda #Laida #boiljatra #MaaSamaleshwari #soumyaranjandhal #Odisha #ArgusNews