କୋଭିଡ୍ ନିୟମକୁ ଫୁ । କଟକ ଜିଲ୍ଲା ନେମାଳ ଥାନା ନଇଗୁଆଁରେ ବଣଭୋଜି, ନାଚଗୀତ ରେ ମସଗୁଲ ଖୋଦ୍ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀ ଓ ଡାକ୍ତରମାନେ । ସରକାରୀ ନିୟମକୁ ଚୁଲିକୁ ଦେଇ ଏମାନେ ଚଳାଇଛନ୍ତି ନିଜର ମନମାନୀ ।
#Cuttack #COVID19 #Omicron #guidelines #MedicalOfficer #celebration #Odisha #ArgusNews