ଆମ ଦେଶରେ ସରକାର ଏବଂ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଜନ ସାଧାରଣଙ୍କୁ କୋଭିଡ୍ ସଂକ୍ରମଣ ନେଇ ଯେତେ ସତର୍କ କଲେ ବି ନିୟମ କାନୁନ୍ ମାନନ୍ତିନି ଅନେକ ଅମାନିଆ । ସବୁ କୋଭିଡ୍ କଟକଣାକୁ ଫୁ କରି ଉଡ଼ାଇ ଦିଅନ୍ତି । ମାତ୍ର ଚୀନରେ ଦେଖିବାକୁ ମିଳିଛି ଠିକ୍ ତା’ର ଓଲଟା ଚିତ୍ର । କୋଭିଡ୍ ସଂକ୍ରମିତଙ୍କୁ କ୍ବାରେଣ୍ଟାଇନ୍ ନାଁରେ କିପରି ଚୀନ୍ ସେମାନଙ୍କ ପ୍ରତି ଅମାନବୀୟ ଆଚରଣ କରୁଛି ତାହା ତା’ର ଏବେ ହୋଇଛି ପର୍ଦ୍ଦାଫାସ୍
#China #covidinfected #viralvedio #ArgusNews