ଏମ୍କେସିଜି କୋଭିଡ୍ ହସ୍ପିଟାଲରେ କେମିତି ନିଆଯାଉଛି ଆକ୍ରାନ୍ତଙ୍କ ଯତ୍ନ ? କରୋନା କାଳରେ ସାମ୍ନାକୁ ଆସିଲା ହୃଦୟସ୍ପର୍ଶୀ ଦୃଶ୍ୟ । କୋଭିଡ୍ ହସ୍ପିଟାଲରେ ବିଭିନ୍ନ ସମୟରେ ଅବ୍ୟବସ୍ଥା ଦୃଶ୍ୟ ଆସୁଛି । ଏହାରି ଭିତରେ ଏ ଦୃଶ୍ୟ ନିଶ୍ଚୟ ଆପଣଙ୍କ ମନକୁ ଛୁଇଁବ ।
#ArgusNews #ArgusTv #Odisha #Brahmapur #MKCG_Covid_Hospital #Covidpatientcare