ଧରାବତରଣ କରିଛନ୍ତି ମାଆ । କଟକଣାରେ ଚାଲିଛି ମାଆଙ୍କ ପୂଜାର୍ଚ୍ଚନା । ନାହିଁ ସୁଉଚ୍ଚ ତୋରଣ କିମ୍ବା ଆଖି ଝଲସିଲା ପରି ଆଲୁଅ ମାଳା । କେବଳ ବିଧି ଅନୁସାରେ ଚାଲିଛି ମାଆଙ୍କ ଆରାଧନା ।
#Jajpur #BirajaTemple #Bhadrak #DurgaPuja #maadurga #mahamaya #devotees #Mahastami #covidguidelines #Odisha #ArgusNews