କୋଭିଡ ଭୟବହତା ଦେଖି ସ୍କୁଲ, କଲେଜରେ ଲାଗିଛି କଟକଣା । ଛାତ୍ର ଛାତ୍ରୀଙ୍କ ପାଇଁ ଆରମ୍ଭ ହୋଇଛି ଅନ ଲାଇନ କ୍ଲାସ । କିନ୍ତୁ ଓଡିଶା ପବ୍ଲିକ ସର୍ଭିସ ପରୀକ୍ଷା ୨୦୨୦ର ବାହାରିଛି ନୋଟିସ । ଯାହାକୁ ନେଇ ଦ୍ଵନ୍ଦରେ ପରୀକ୍ଷାର୍ଥୀ । କୋଭିଡ ଭିତରେ କେମିତି ଦେବେ ପରୀକ୍ଷା ? କଟକ, ଭୁବନେଶ୍ବର ଭଳି ହଟ ସ୍ପଟ ସ୍ଥାନରେ କେମିତି ଏକାଠି ବସି ପରୀକ୍ଷା ଦେବେ ଏତେ ସଂଖ୍ୟାରେ ପରୀକ୍ଷାର୍ଥୀ ତାକୁ ନେଇ ବଢିଛି ଚିନ୍ତା ।
#Bhubaneswar #COVID19 #covidguidelines #OPSC #exam #student #opscexam2020 #Odisha #ArgusNews