କୋଭିଡ କଟକଣା ଭିତରେ ପାଳନ ହେବ ଚଳିତ ବର୍ଷ ଦୁର୍ଗାପୂଜା । ଜୀବନ ଆଗ ପାର୍ବଣ ପଛ । ପୂଜା ମଣ୍ଡପରେ 7 ଜଣରୁ ଅଧିକ ରହିବେ ନାହିଁ , ଚାରି ପଟେ ପରଦା ରହିବ, ପ୍ରୋସେସନ ହେବ ନାହିଁ ବୋଲି କହିଛନ୍ତି ପୋଲିସ କମିସନର।
#DurgaPuja #Guidelines #CovidGuideline #SoumendraPriyadarshi #CommissioneratePolice #Odisha #ArgusNews