ଆଜି ହେଉଛି କାର୍ତ୍ତୀକ ମାସ ଶୁକ୍ଲପକ୍ଷ ନବମୀ ତିଥୀ ଓ ଅଁଳା ନବମୀ । ଏହି ଅବସରରେ ସାକ୍ଷୀଗୋପାଳର ପ୍ରସିଦ୍ଧ ଗୋପାଳଜୀ ମନ୍ଦିରରେ ଓଡିଆଣୀ ବେଶରେ ସଜେଇ ହୋଇଛନ୍ତି ମା'ରାଧାରାଣୀ । ଅପେକ୍ଷା କରିଛନ୍ତି ହଜାର ହଜାର ଭକ୍ତଙ୍କୁ ଦର୍ଶନ ଦେବା ପାଇଁ । କିନ୍ତୁ ମା' ଓ ଭକ୍ତଙ୍କ ମିଳନରେ ବାଧକ ସାଜିଛି ମହାମାରୀ କରୋନା ।
#Puri #Brahmagiri #AnlaNabami #Odisha #ArgusNews