ମହାମାରୀ ଭଳି ମହାବପତ୍ତି ସମୟରେ ଲୋକଙ୍କୁ ସାହାଯ୍ୟ କରିବା ଓ ସମାଜ ପାଇଁ କିଛି କରିବାକୁ ନେଇ ଆଗଭର ହୋଇ ଉଠିଛନ୍ତି କିଛି ଉଦୀୟମାନ ଯୁବକ ଯୁବତୀ । ନିଜ ପରିବାର ତଥା ଜୀବନକୁ ବାଜି ଲଗାଇ ଏମାନେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଆମେ କହୁଛୁ କନ୍ଧମାଳର ସ୍ବେଚ୍ଛାସେବୀ ସଗଠନ ଟିମ୍ ହ୍ୟୁମାନିଟି ବିଷୟରେ ।
#ArgusNews #ArgusTv #Odisha #Social_Service #Team_Humanity