#କୋଭିଡ_ନିୟନ୍ତ୍ରଣ_ପାଇଁ_ଓଡିଶା_ଆସିବେ_କେନ୍ଦୀୟ_ଟିମ !
ପରିସ୍ଥିତିର ସମୀକ୍ଷା କରି ପ୍ରତିକାର ପାଇଁ ପରାମର୍ଶ ଦେବ ଏହି ଟିମ । ଓଡିଶା ଆସିବାକୁ ଥିବା କେନ୍ଦ୍ରୀୟ ଦଳର ନେତୃତ୍ୱ ନେବେ ଜନସ୍ୱାସ୍ଥ୍ୟ ବିଶେଷଜ୍ଞ ଡା. ଏ. ଡାନ । ବର୍ଦ୍ଧିତ ସଂକ୍ରମଣକୁ ନଜରରେ ରଖି ଓଡ଼ିଶା ସମେତ ୬ ଟି ରାଜ୍ୟକୁ ବିଶେଷଜ୍ଞ ଦଳ ପଠାଇଛନ୍ତି କେନ୍ଦ୍ର ସରକାର
#ArgusNews #Odisha #ArgusNewsTV #CovidIssue #CentralTeam #COVID19