#କୋଭିଡ_ନିୟମର_ଉଡିଲା_ଧଜିଆ
#ଡିଜେ_ବଜାଇ_ଖୁଲମଖୁଲା_ନିୟମ_ଉଲ୍ଲଂଘନ
#କଲେ_ଶାସକ_ଦଳର_ମନ୍ତ୍ରୀ_ବିଧାୟକ
ଓମିକ୍ରନ୍ ଓ କରୋନା ପାଇଁ ଗୋଟିଏ ପଟେ ଜାରି ହୋଇଛି କଡା ଗାଇଡଲାଇନ୍ । ଆଉ ଏହି ଗାଇଡଲାଇନ୍ ଡିଜେ ବଜାଇ ବାଏଁ ବାଏଁ କଲେ ଖୋଦ୍ ଶାସକ ଦଳର ମନ୍ତ୍ରୀ, ବିଧାୟକ । ହଜାର ହଜାର ଲୋକଙ୍କ ଉପସ୍ଥିତରେ ଚାଲିଲା ମେଲୋଡି, ବନ୍ଧୁମିଳନ ଆଉ ଖାନାପିନା ।
#masks #Odisha #ArgusNews #Chilika #MLA #prashantjagdev #covidguidelines