ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ସାହାସପୁର ପଂଚାୟତରେ କୋଭିଡ ନିୟମର ଖୋଲା ଖୋଲି ଉଲ୍ଲଙ୍ଘନ କଲେ ନାମାଙ୍କନ ପତ୍ର ଦଖଲ କରିବା ଯିବା ବେଳେ ବିଜେଡି ସରପଞ୍ଚ ପ୍ରାର୍ଥୀ ସହ ସହ ସମର୍ଥକଙ୍କୁ ଧରି କୋଭିଡ ନିୟମର ଖୋଲା ଖୋଲି ଉଲ୍ଲଙ୍ଘନ କଲେ ସରପଞ୍ଚ ପ୍ରାର୍ଥୀ ।
#elwction2022 #Sarapancha #bhadrak #sahaspur #covid #violation #ArgusNews #Odisha