#୫୦ହଜାର_ଟଙ୍କାର_ଅନୁକମ୍ପାମୂଳକ_ଅର୍ଥରାଶି
#ଜାରି_ହେଲା_ସ୍ୱତନ୍ତ୍ର_ଟୋଲ_ଫ୍ରି_ନମ୍ବର
କୋଭିଡ ମୃତକଙ୍କ ପରିବାର କୁ ମିଳିବ ଆର୍ଥିକ ସହାୟତା। କେନ୍ଦ୍ର ସରକାର ଙ୍କ ଘୋଷଣା ପରେ ଓଡିଶା ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ପ୍ରତ୍ୟେକ ପରିବାରକୁ ମିଳିବ ୫୦ହଜାର ଟଙ୍କାର ଅନୁକମ୍ପାମୂଳକ ଅର୍ଥରାଶି। ଲୋକଙ୍କ ସୁବିଧା ପାଇଁ ଜାରି ହେଲା ସ୍ବତନ୍ତ୍ର ଟୋଲ ଫ୍ରି ନମ୍ବର।
#covid_19 #coronavirus #centralgovernment #announcement #compassionate #tollfreenumbers #Odisha #ArgusNews