କୋଭିଡ ରୋଗୀଙ୍କୁ ଅନବରତ ଯୋଗାଉଛନ୍ତି ସେବା
ଆତ୍ମୀୟ ଦୂର କରୁଥିବା ବେଳେ ରୋଗୀଙ୍କ ପାଖରେ ପହଞ୍ଚୁଛନ୍ତି କୋଭିଡ଼ି ଦାୟିତ୍ୱରେ ଥିବା ନୋଡାଲ ଅଫିସର। ଏବେ ଚର୍ଚ୍ଚା କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ଭଦ୍ରକ ତିହିଡି଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କୋଭିଡ଼ି ଦାୟିତ୍ୱରେ ଥିବା ନୋଡାଲ ଅଫିସର ବିପ୍ଳବ ରଞ୍ଜନ, ଡାକ୍ତର ସୌରଭ ଲେଙ୍କାଙ୍କ ସମେତ ତାଙ୍କର ଡାକ୍ତର ଟିମ ।
#ArgusNews #ArgusTv #Odisha #Bhadrak #covid #Humanity #Nodal_Officer