#ରାଜ୍ୟ_ସରକାରଙ୍କ_ଉପରେ_ବର୍ଷିଲା_ବିଜେପି
#୨୧_ବର୍ଷ_ଧରି_ପଶ୍ଚିମ_ଓଡ଼ିଶାକୁ_ବିଜେଡିର_ଅଣଦେଖା
ଦୀର୍ଘ ୨୧ ବର୍ଷ ହେଲା, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର କାର୍ଯ୍ୟାଳୟ ଆଜି ବି ଭୁବନେଶ୍ବରେ ଅଛି ଏବଂ ଏହାକୁ ବିଜେଡ଼ି ନିଜ ଦଳୀୟ କାର୍ଯ୍ୟାଳୟ ଭାବରେ ବ୍ୟବହାର କରୁଛି। ବିନା କାଉନସିଲରେ କେମିତି ବିକାଶ ପରିଷଦ ଚାଲିଛି ବୋଲି ପ୍ରଶ୍ନ କରିଛି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି।
#ArgusNews #Odisha #BJPOdisha #PaschimaOdishaBikash