କୋରାପୁଟରେ ଫେଲ୍ ମାରିଛି ମନରେଗା ଯୋଜନା । ବିନା ଫାଇଲ୍ ଓ ଫଳକରେ ଚାଲିଛି କାମ । ଲୋକ ନୁହନ୍ତି କାମରେ ଲାଗିଛି ମେସିନ । ବୋରିଗୁମ୍ମା, ରଣସପୁର ପଞ୍ଚାୟତ ମେରଦାମାଲ ଗାଁରେ ଏମିତି ଚାଲିଛି ମନରେଗାରେ କାମ । ଏଠି ଲୋକଙ୍କ ବଦଳରେ କାମ କରୁଛି ଟ୍ରାକ୍ଟର ।
#MGNREGA #Koraput #Corruption #contractor #supervising #OdishaNews #ArgusNews