#କୋରାପୁଟର_ମାଣ୍ଡା_ମଇଁଷିକୁ_ମିଳିଛି_ଜାତୀୟ_ମାନ୍ୟତା !
ମାଣ୍ଡା ମଇଁଷି ଭାବରେ ପରିଚିତ ଏହି ମଇଁଷିଙ୍କର ବଂଶ ବୃଦ୍ଧି ପାଇଁ ଏବେ ଉଦ୍ୟମ କରିବେ ରାଜ୍ୟ ସରକାର । କେବଳ କୋରାପୁଟ ଭିତରେ ସୀମିତ ନରହି ଦେଶର ଅନ୍ୟ ସ୍ଥାନରେ ବି ଏହାର ବଂଶ ବିସ୍ତାର ପାଇଁ କରାଯିବ ଉଦ୍ୟମ
#Koraput #Mandabuffalo #nationalTag #indigenousTag #Odisha #ArgusNews