#ଉପାନ୍ତରେ_ଉପେକ୍ଷିତ_ଗରିବ
#ଲୋକଙ୍କ_ଭୋଟ_ବର୍ଜନ_ଚେତାବନୀ
ମୌଳିକ ସୁବିଧା ନ ମିଳିବାରୁ ଭୋଟ ବର୍ଜନ ନିଷ୍ପତ୍ତି । ଉପାନ୍ତ ଜିଲ୍ଲା କୋରାପୁଟ ଓ ରାୟଗଡାରୁ ଆସିଛି ଅଭିଯୋଗ। ଗାଁ ସମସ୍ୟା ନେଇ ବାରମ୍ବାର ଦାବି ପରେ ଏବେ ସୁଦ୍ଧା ସମସ୍ୟାର ସମାଧାନ ହେଲାନାହିଁ।
#Koraput #Rayagada #basicfacilities #votevarjan #Warning #Publicissue #ArgusNews