କୋରାପୁଟ ଜିଲ୍ଲାର ବିକାଶ ପାଇଁ ବସିବ ୫୨୦ଟି BSNL ଟାୱାର । ଭର୍ଚୁଆଲ ପ୍ଲାଟଫର୍ମରେ ପ୍ରକଳ୍ପର ଉଦଘାଟନ କରିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଳ ଓ ପ୍ରଯୁକ୍ତି ବିଦ୍ୟାମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।
#Odisha #ArgusNews #BSNL #tower Dharmendra Pradhan Ashwini Vaishnaw #AshwiniVaishnaw #inaguration #Koraput