ଦାୟିତ୍ବ ହୀନତାର ନଗ୍ନ ଚିତ୍ର । କୋରାପୁଟ ସଦର ମହକୁମା କୋଭିଡ କେୟାର ସେଣ୍ଟରରେ ଅବ୍ୟବସ୍ଥା । ହସ୍ପିଟାଲ ପରିସରରେ ଫୋପଡା ହେଉଛି ସଂକ୍ରମିତଙ୍କ ବ୍ୟବହୃତ ସାମଗ୍ରୀ । ସୁରକ୍ଷାର ସହ ସଂକ୍ରମିତଙ୍କ ବ୍ୟବହୃତ ସାମଗ୍ରୀ ନଷ୍ଟ କରିବା ନିୟମ ଥିବା ବେଳେ କୋଭିଡ କେୟାର ସେଣ୍ଟର ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।
#ArgusNews #ArgusNewsTv #Odisha #Koraput #Covid_Hospital #Covid_care_mismanagement