କୋରେଇ ବ୍ଲକ ପାଲଟିଛି ଦୁର୍ନୀତିର ଗନ୍ତାଘର
ଯାଜପୁର ଜିଲ୍ଲା କୋରେଇ ବ୍ଲକ ପାଲଟିଛି ଦୁର୍ନୀତିର ଗନ୍ତାଘର l ସବୁଜାଣି ଚୁପ ବସିଛି ପ୍ରଶାସନ l ଠିକାଦାରଙ୍କ ଠାରୁ ଅଫିସର ପର୍ଯ୍ୟନ୍ତ ସମସ୍ତେ ମିଳିମିଶି ଚଳୁ କରୁଛନ୍ତି ସରକାରୀ ଯୋଜନାର ଟଙ୍କା l
#ArgusNews #Odisha #ManregaTanka #GovyYojanafailed #Scam #jajpur #Loot