କୋରୋନା ଟିକା ନେବାକୁ ରାଜି ନାହାନ୍ତି ମୋହନା ବାସୀ
ଗଜପତି ଜିଲ୍ଲା ଏକ ଅଦୀମ ଆଦିବାସୀ ଅଞ୍ଚଳ ହୋଇ ଥିବା ବେଳେ କୋରୋନା ଟିକା କୁ ନେଇ ବିଭିନ୍ନ ଗୁଜବ ସୃଷ୍ଟି ଯୋଗୁଁ ଗାଁ ଗାଁ ବୁଲି ପ୍ରଶାସନ ତରଫରୁ ଲୋକଙ୍କୁ ସଚେତନ କରାଯାଉଛି କିନ୍ତୁ ଏବେବି ଅନେକ ଲୋକେ ବିଭିନ୍ନ ପ୍ରକାର ଗୁଜବ କୁ ନେଇ ଟିକା ନେବାକୁ ଅନିଛା ପ୍ରକାଶ କରୁଥିବା ଜଣାପଡିଛି
#ArgusNews #Gajapati #Mohana #VaccineProblem #Vaccine