#ହତାଶ_ନିରାଶ_ସାଂସଦ_ମୋହରା_କରିଛନ୍ତି_ଡିୟରେଷ୍ଟ_ଫ୍ରେଣ୍ଡଙ୍କୁ !
ନାଁ ନେବାକୁ ସାହସ କରିପାରୁନାହାନ୍ତି ଅନୁଭବଙ୍କ ବାନ୍ଧବୀ ଜାଗ୍ରତି ଶୁକ୍ଲା
#ନାଁ_ନ_ନେଇ_ବର୍ଷାଙ୍କୁ_ଟାର୍ଗେଟ୍_ପରେ_ଧୋଇଦେଲେ_ୟୁଜର !
ସାଂସଦଙ୍କ ଡିୟରେଷ୍ଟ ପ୍ରେଣ୍ଡ ଅନୁଭବ ମହାନ୍ତି ଜାଗ୍ରତି ଶୁକ୍ଲାଙ୍କୁ ପୁଣି କଡା ଭାଷାରେ ସମାଲୋଚନା କଲେ ୟୁଜର
#AnubhavMohanty #BarshaPriyadarshini #JagratiSukla #MatrimonialDispute #ArgusNews