#କୋହଳ_ହୋଇଛି_ଲକଡାଉନ_ହଟିନି_କଟକଣା
ଅମାନିଆ ହେଲେ ଆଗୁଆ ଆସିବ ତୄତୀୟ ଲହର। ବିଭିନ୍ନ ସ୍ଥାନରେ ଅସମ୍ଭାଳ ଭିଡ଼କୁ ଦେଖି ଲୋକଙ୍କୁ ଚେତାଇଦେଇଛି ସ୍ବାସ୍ଥ୍ୟ ବିଭାଗ। ଜୀବନ ଜୀବିକା ପାଇଁ ଯେତିକି ଦରକାର ସେତିକି କରିବା ତାକୁ ପୁଣି କୋଭିଡ଼ ନିୟମ ମାନି କରିବା। ସଂକ୍ରମଣ କମିଥିଲେ ବି ବିପଦ ଟଳିନି
#ArgusNews #Odisha #ArgusNewsTV #CovidGuideline #Lockdown #HealthDept