ଗୋଟେ ପଟେ କ୍ରାଇମ ରିପୋଟର ହିସାବକିତାବ କରୁଛି ପୋଲିସ ଅନ୍ୟ ପଟେ ଅପରାଧି ଖେଳାଇଛନ୍ତି ଆତଙ୍କରାଜ୍ । ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଭୋଟପଡ଼ାରେ ଦମ୍ପତିଙ୍କୁ ହାଣି ୩୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ନଗଦ ୩ ଲକ୍ଷ ଟଙ୍କା ଲୁଟ୍ କରିଛନ୍ତି ୫ ମୁଖାପିନ୍ଧା ଦୁର୍ବୃତ୍ତ
#Bhubaneswar #Mancheswar #loot #crime #ArgusNews