ଅଷ୍ଟ୍ରେଲିଆର ଖ୍ୟାତାନାମା କ୍ରିକେଟର ଆଣ୍ଡ୍ର୍ୟୁ ସାଇମଣ୍ଡସଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁକୁ ନେଇ ବାଲୁକାକଳାରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଖ୍ୟାତ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।
#Australia #Cricketer #AndrewSymonds #Roadaccident #death #Tribute #Sandartist #sandart #Odisha #ArgusNews