#କ୍ରୀଡ଼ାମନ୍ତ୍ରୀଙ୍କ_ଜିଲ୍ଲାରେ_କ୍ରୀଡ଼ାବିତଙ୍କୁ_ଅଣଦେଖା
#ଅନେକ_ମେଡାଲ_ଜିତିବା_ପରେ_ବି_ମିଳୁନି_ସମ୍ମାନ
ଅସହାୟ ଭାବେ ଜଳଖିଆ ବିକୁଛନ୍ତି ପାରା ଖେଳାଳି । ଏ ହେଉଛନ୍ତି ପୁରୀ ବ୍ରହ୍ମଗିରି ବ୍ଲକ ପଲଙ୍କ ଗାଁର ଦିବ୍ୟାଙ୍ଗ ଖେଳାଳି ଅକ୍ଷୟ ସାହୁ ।
#ArgusNews #Odisha #Puri #Brahmagiri #paralympicgames #Handicapped #sports