#ମହମରେ_ତିଆରି_ହୋଇଛି_ସୁକ୍ଷ୍ମ_ସୁନ୍ଦର_ଓ_କ୍ଷୁଦ୍ର_ଏକ_ବୈାଦ୍ଧ_ମୂର୍ତ୍ତି
ତା ସହ ନିମ୍ବ କାଠିରେ ନିର୍ମିତ ହୋଇଛି କାଳିଆ ଦିଅଁଙ୍କ ଅନୁପମ ବିଗ୍ରହ । ଏଭଳି ଅତି କ୍ଷୁଦ୍ର ମୂର୍ତ୍ତିକଳା ଜରିଆରେ ଏକ୍ସକ୍ଲୁସିଭ ୱାଲର୍ଡ ରେକର୍ଡ ପାଇଛନ୍ତି ଯାଜପୁରର ଗାଁ ପୁଅ ରାକେଶ ପାତ୍ର । ଏବେ ରାକେଶଙ୍କୁ ନେଇ ନୁଆଁ ସ୍ବପ୍ନ ଦେଖୁଛି ଗାଁ ମାଟି ଓ ଯାଜପୁର ।
#GoodNews #CandleStatue #WorldRecord #smallsculptures #Jajpur #Odisha #ArgusNews