ଓଡିଶା ପର୍ଯ୍ୟଟନ ନିଗମ ପକ୍ଷରୁ ପୁରୀ କୋଣାର୍କ ମେରାଇନ୍ ଡ୍ରାଇଭ୍ ରୋଡରେ ମଦ ଦୋକାନ ଖୋଲିବା ଘଟଣା। ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଏପର୍ଯ୍ୟନ୍ତ ମୋଠାରୁ କୌଣସି ମତାମତ ନେଇ ନାହାନ୍ତି। ତୀର୍ଥସ୍ଥଳୀକୁ ଭୋଗସ୍ଥଳୀ କରିବା ଉଚିତ୍ ନୁହେଁ ବୋଲି କ୍ଷୋଭ ପ୍ରକାଶ କଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ
#ArgusNews #Odisha #ArgusNewsTV #JagatGuruShankaracharya #PuriKonark #meriendrive #WineShop