#କାନ୍ଥରୁ_ଲିଭିନି_ବାହା_ଚିତା
ବେଦୀ ହୋମ ନିଆଁରେ ଦଶ ଦିଗପାଳଙ୍କୁ ସାକ୍ଷୀ ରଖି ସାତ ଜନ୍ମ ହାତଧରି ଚାଲିବା ପାଇଁ କଥା ଦେଇଥିଲେ ରୋହିତ । ହେଲେ ସାତ ଜନ୍ମ ତ ଦୂରର କଥା ବର୍ଷ କେଇଟା ପରେ ସ୍ତ୍ରୀ ରୋଗ ସର୍ଯ୍ୟାରେ ପଡିବା ପରେ ସ୍ତ୍ରୀ ସସ୍ମିତାଙ୍କ ହାତ ଛାଡି ଦେଲା ସ୍ବାମୀ ।
#Cuttack #wife #Cancer #husband #help #susmita #Odisha #ArgusNews