କରୋନା କାଳରେ ମଣିଷପଣିଆ ସଂକଟରେ ପଡିଥିବା ବେଳେ ପାରଳାଖେମୁଣ୍ଡିର ଜଣେ ମହିଳା ସୃଷ୍ଟିକରିଛନ୍ତି ନିଆରା ନଜିର । କ୍ୟାନସର ପୀଡିତଙ୍କ ପାଇଁ ଦେବଦୁତ ସାଜି ଯୋଗାଇ ଦେଉଛନ୍ତି ସାଧ୍ୟମତେ ସେବା । କାହାକୁ ଆର୍ଥିକ ସହାୟତା ତ କାହାକୁ ମାନସିକ ଓ ନୈତିକ ଶକ୍ତି ଯୋଗାଇ ଏହି ମହିଳା ସମାଜସେବୀ ମଞ୍ଜୁଳା ଚୌଧୁରୀ ନିଜର ମହାନତାର ଦେଇଛନ୍ତି ଉଚ୍ଚ ପରିଚୟ
#GoodNews #Gajapati #Manjulachoudhury #socialworker #ArgusNews