#ପ୍ରତିବର୍ଷ_କମିବା_ବଦଳରେ_ବଢିଚାଲୁଛି_ରୋଗୀଙ୍କ_ସଂଖ୍ୟା
#2025_ସୁଦ୍ଧା_ବିଶ୍ବରେ_ବଢିବ_କ୍ୟାନ୍ସର_ରୋଗୀଙ୍କ_ସଂଖ୍ୟା
ଦେଶରେ କ୍ୟାନସର ଏବେ ମହାମାରୀର ରୂପ ନେଇଛି । ଭାରତରେ ହୁ ହୁ ହୋଇ ବଢିଚାଲିଛି କ୍ୟାନସର ରୋଗୀଙ୍କ ସଂଖ୍ୟା । ଗତ ୬ ବର୍ଷ ମଧ୍ୟରେ କ୍ୟାନସର ରୋଗୀଙ୍କ ସଂଖ୍ୟା ଭାରତରେ ୧୫.୭% ବଢିଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି । ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚର ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ କ୍ୟାନସର ପ୍ରିଭେନସନ ଆଣ୍ଡ ରିସର୍ଚ୍ଚ ଅନୁଯାୟୀ, ଗତ ବର୍ଷ ଦେଶରେ ୧୧.୫ ଲକ୍ଷ କ୍ୟାନସର ମାମଲା ସାମ୍ନାକୁ ଆସିଛି ।
#Odisha #cancer #ArgusNews #treatment #medicine #WorldCancerDay #prevention