ଘରର ରୋଜଗାରିଆ ପୁଅ କ୍ୟାନ୍ସର ରୋଗରେ ପୀଡ଼ିତ ହୋଇ ଶଯ୍ୟାଶାୟୀ । ଅଭାବ ଅନଟନରେ କଟୁଛି ୫ ପ୍ରାଣୀ କୁଟୁମ୍ବଙ୍କ ଜୀବନ । ବାପା ରୋଗାଗ୍ରସ୍ତ ହୋଇଯିବା ଯୋଗୁଁ ଆର୍ଥିକ ଅଭାଵ ପାଇଁ ତିନି ପୁଅ ଝିଅଙ୍କ ପାଠ ପଢ଼ାରେ ଏବେ ଡୋରି ବନ୍ଧାହେବାକୁ ବସିଲାଣି । ବାଲେଶ୍ବର ନିଳଗିରିରୁ ଦେଖିବା ଏହି ରିପୋର୍ଟ
#ArgusNews #Odisha #Balasore #Cancerpatient #Truckdriver #needhelp