କ୍ୟାପିଟାଲ ହସ୍ପିଟାଲରେ ଡାକ୍ତରଙ୍କ ନାଁରେ ଠକେଇ ଅଭିଯୋଗ । ହସ୍ପିଟାଲରେ ଚିକିତ୍ସା ନକରି ନର୍ସିଂହୋମକୁ ରେଫର୍ କଲେ ଡାକ୍ତର । ଟଙ୍କା ଖର୍ଚ୍ଚ କରି ହଇରାଣ ହେଲେ ଗରିବ ରୋଗୀ । ନର୍ସିଂହୋମକୁ ରେଫର୍ କରିବାକୁ ଡାକ୍ତରଙ୍କୁ କିଏ ଦେଲା ଏହି ଅଧିକାର ?
#Bhubaneswar #CapitalHospital #Allegations #fraud #doctor #treatment #ImranKhan #Odisha #ArgusNews