ହସ୍ପିଟାଲରେ ଚିକିତ୍ସା ନକରି ନର୍ସିଂହୋମକୁ ରେଫର୍ କଲେ ଡାକ୍ତର । ଟଙ୍କା ଖର୍ଚ୍ଚ କରି ହଇରାଣ ହେଲେ ଗରିବ ରୋଗୀ । ତେବେ ପ୍ରଶ୍ନ ଉଠୁଛି, ନର୍ସିଂହୋମକୁ ରେଫର୍ କରିବାକୁ ଡାକ୍ତରଙ୍କୁ କିଏ ଦେଲା ଏହି ଅଧିକାର ?
#Bhubaneswar #CapitalHospital #Doctor #PrivateHospitals #nursinghomes #ArgusNews