ଖଣିମାଲିକଙ୍କୁ କାହିଁକି ଅହେତୁକ ଅନୁକମ୍ପା ?
କାହିଁକି ସରକାର ବିକ୍ରି କରୁନାହାଁନ୍ତି ଉତ୍ତୋଳନ ହୋଇ ପଡିରହିଥିବା 16 ନିୟୁତ ଟନ ଲୁହାପଥର ?କାହିଁକି ପାଳନ କରୁନାହାଁନ୍ତି ହାଇକୋର୍ଟଙ୍କ ନିର୍ଦ୍ଦେଶ?କାହିଁକି ଏମଏମ ଡିଆର ଆଇନକୁ ଅଣଦେଖା କରି ଖଣିମାଲିକଙ୍କୁ ସହଯୋଗ କରୁଛନ୍ତି ସରକାର?
#ArgusNews #ArgusNewsTV #Odisha #Mining_Loot #Ironore