#ଖଣିରେ_ଲୋଡିଂକୁ_ନେଇ_ଦୁଇଗୋଷ୍ଠି_ମୁହାଁ_ମୁହିଁଁ
ଓଏମସି ଗନ୍ଧମାର୍ଦନ ଖଣିରେ ଲୋଡିଂକୁ ନେଇ କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଙ୍ଘ ମଧ୍ୟରେ ଘନେଇଲା ବିବାଦ । ଲୋଡିଂରେ ସ୍ବଚ୍ଛତା ନଥିବା ଅଭିଯୋଗ ହୋଇଛି। ଏବଂ ଶେଷରେ ଏହି ବିବାଦ ଜିଲ୍ଲା ପ୍ରଶାସନ ନିକଟରେ ପହଞ୍ଚିଛି।
#Keonjhar #controversy #truckowners #Gandhamardan #Mines #Odisha #ArgusNews